September 27, 2023

Satya News

odia news channel

ଏହି ୧୫ ଫିଲ୍ମ ଜିତିଛି ସବୁଠୁ ଅଧିକ ଓସ୍କାର୍ ଆୱାର୍ଡ, ଦେଖନ୍ତୁ ଲିଷ୍ଟ

 

ମୁମ୍ବାଇ୨୫/୦୩: ଏକାଡେମୀ ଆୱାର୍ଡ୍ସ ପାଇଁ ଫ୍ୟାନ୍ସ ସର୍ବଦା ଉତ୍ସାହିତ ରହିଥାନ୍ତି। ୯୪ ତମ ଏକାଡେମୀ ଆୱାର୍ଡ୍ସ ମାର୍ଚ୍ଚ ୨୭ ରବିବାର ଦିନ ଲସ ଏଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହେବ। ତେବେ, ଇଣ୍ଡିଆନ୍ ଟାଇମ୍ ଅନୁଯାୟୀ, ଆପଣ ସୋମବାର ଦିନ ଓସ୍କାର ଆୱାର୍ଡ୍ସ ଦେଖିପାରିବେ। ଏହାର ପ୍ରସାରଣ ଷ୍ଟାର୍ ୱାର୍ଲ୍ଡ ଏବଂ ଷ୍ଟାର୍ ମୁଭିରେ ସକାଳ ୬:୩୦ ରେ ହେବ। ଏହି ଆୱାର୍ଡ ଶୋ’କୁ ରେଜିନା ହଲ୍ ଏବଂ ୱାଣ୍ଡା ସାଇକ୍ସଙ୍କ ସହିତ ହାସ୍ୟ ଅଭିନେତା ଆମି ଶୁମର ହୋଷ୍ଟ କରିବେ। ଏହା ସହିତ ହଲିଉଡର ଗାୟିକା ବିୟୋନ୍ସେ ଏବଂ ବିଲି ଇଲିଶ ଚଳିତ ବର୍ଷର ଏକାଡେମୀ ଆୱାର୍ଡ ସମାରୋହରେ ସେମାନଙ୍କର ଓସ୍କାର ମନୋନୀତ ଗୀତ ପରିବେଷଣ କରିବେ। ଆପଣ ଜାଣିଛନ୍ତି କି କେଉଁ ଫିଲ୍ମ ଯାହା ସର୍ବାଧିକ ଓସ୍କାର ପୁରସ୍କାର ଜିତିଛି। ଚାଲନ୍ତୁ ଦେଖିବା ଲିଷ୍ଟ…

ଫିଲ୍ମ: ଦି ଲର୍ଡ୍‌ସ ଅଫ୍ ଦି ରିଙ୍ଗ୍ସ-ଦି ରଟର୍ନ ଅଫ୍ ଦି କିଙ୍ଗ୍ (୨୦୦୩)

ଓସ୍କାର ନୋମିନେସନ୍: ୧୧

ଓସ୍କାର ଆୱାର୍ଡ୍ସ: ୧୧

ଫିଲ୍ମ: ଟାଇଟାନିକ୍ (୧୯୯୭)

ଓସ୍କାର ନୋମିନେସନ୍: ୧୪

ଓସ୍କାର ଆୱାର୍ଡ୍ସ: ୧୧

ଫିଲ୍ମ: ବେନ୍ ହୁର୍ (୧୯୫୯)

ଓସ୍କାର ନୋମିନେସନ୍: ୧୨

ଓସ୍କାର ଆୱାର୍ଡ୍ସ: ୧୧

ଫିଲ୍ମ: ୱେଷ୍ଟ ସାଇଟ୍ ଷ୍ଟୋରୀ (୧୯୬୧)

ଓସ୍କାର ନୋମିନେସନ୍: ୧୧

ଓସ୍କାର ଆୱାର୍ଡ୍ସ: ୧୦

ଫିଲ୍ମ: ଦି ଇଂଗ୍ଲିସ୍ ପେସେଣ୍ଟ (୧୯୯୬)

ଓସ୍କାର ନୋମିନେସନ୍: ୧୨

ଓସ୍କାର ଆୱାର୍ଡ୍ସ: ୯

ଫିଲ୍ମ: ଦି ଲାଷ୍ଟ ଏମ୍ପରର୍ (୧୯୯୮୭)

ଓସ୍କାର ନୋମିନେସନ୍: ୯

ଓସ୍କାର ଆୱାର୍ଡ୍ସ: ୯

ଫିଲ୍ମ: ଗିଗି (୧୯୫୮)

ଓସ୍କାର ନୋମିନେସନ୍: ୯

ଓସ୍କାର ଆୱାର୍ଡ୍ସ: ୯

ଫିଲ୍ମ: ସ୍ଲୁମଡୋଗ୍ ମିଲିୟନେୟର୍ (୨୦୧୦)

ଓସ୍କାର ନୋମିନେସନ୍: ୧୦

ଓସ୍କାର ଆୱାର୍ଡ୍ସ: ୮

ଫିଲ୍ମ: ଆମାଡ୍ୟୁସ୍ (୧୯୮୪)

ଓସ୍କାର ନୋମିନେସନ୍: ୧୧

ଓସ୍କାର ଆୱାର୍ଡ୍ସ: ୮

ଫିଲ୍ମ: ଗାନ୍ଧୀ (୧୯୮୨)

ଓସ୍କାର ନୋମିନେସନ୍: ୧୧

ଓସ୍କାର ଆୱାର୍ଡ୍ସ: ୮

ଫିଲ୍ମ: କ୍ୟାବରେ (୧୯୭୨)

ଓସ୍କାର ନୋମିନେସନ୍: ୧୦

ଓସ୍କାର ଆୱାର୍ଡ୍ସ: ୮

ଫିଲ୍ମ: ମାଇଁ ଫେୟାର ଲେଡି (୧୯୬୪)

ଓସ୍କାର ନୋମିନେସନ୍: ୧୨

ଓସ୍କାର ଆୱାର୍ଡ୍ସ: ୮

ଫିଲ୍ମ: ଅନ ଦି ୱାଟରଫ୍ରଣ୍ଟ (୧୯୫୪)

ଓସ୍କାର ନୋମିନେସନ୍: ୧୨

ଓସ୍କାର ଆୱାର୍ଡ୍ସ: ୮

ଫିଲ୍ମ: ଫ୍ରମ୍ ହିୟର୍ ଟୁ ଇଟରନିଟି (୧୯୫୩)

ଓସ୍କାର ନୋମିନେସନ୍: ୧୩

ଓସ୍କାର ଆୱାର୍ଡ୍ସ: ୮

ଫିଲ୍ମ: ଗନ୍ ୱିଥ ଦ ୱିଣ୍ଡ (୧୯୩୯)

ଓସ୍କାର ନୋମିନେସନ୍: ୧୩

ଓସ୍କାର ଆୱାର୍ଡ୍ସ: ୮

Spread the love