
ବାଙ୍ଗିରିପୋଷି: ବାଙ୍ଗିରିପୋଷି – ଝାରପୋଖରିଆ ଜାତୀୟ ରାଜପଥ ୪୯ର ମଣଦା ଛକ ନିକଟରେ ଦୁର୍ଘଟଣା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଙ୍ଗିରିପୋଷି ବ୍ଲକ ତାଳଟିକିରି ଗ୍ରାମର ସତ୍ୟବାନ ବାରିକ ସକାଳେ ପ୍ରାତଃଭ୍ରମଣ କରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ସମୟ ଧରି ରାସ୍ତାକଡ଼ରେ ମୃତଦେହ ପଡ଼ିରହିଥିଲେ ମଧ୍ୟ ପୁଲିସ ଆସି ନ ଥିବାରୁ ଓ କ୍ଷତିପୂରଣ ଦାବିରେ ସ୍ଥାନୀୟ ଜନସାଧାରଣ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ