
ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୨, ସଙ୍ଗରୋଧରୁ ୧୪୯ ଓ ସ୍ଥାନୀୟ୧୦୫।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨,ବରଗଡ ୩, ଭଦ୍ରକ ୩, ବଲାଙ୍ଗୀର ୧୧, କଟକ ୨୭, ଦେଓଗଡ ୧, ଗଞ୍ଜାମ ୬, ଜଗତସିଂହପୁର ୫, ଯାଜପୁର ୫, ଝାରସୁଗୁଡା ୨, କଳାହାଣ୍ଡି ୧୧, କନ୍ଧମାଳ ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୫୫, କୋରାପୁଟ ୪, ମୟୁରଭଞ୍ଜ ୮, ନବରଙ୍ଗପୁର ୧୫, ନୟାଗଡ ୧୨, ନୂଆପଡା ୯, ପୁରୀ ୮, ରାୟଗଡା ୪, ସମ୍ବଲପୁର ୧୭, ସୋନପୁର ୨, ସୁନ୍ଦରଗଡ ୩୦, ଷ୍ଟେଟ ପୁଲରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୭୨୬କୁ ବୃଦ୍ଧି ପାଇଛି। ୧୩,୧୮,୭୯୮ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୬୯୧ ସକ୍ରିୟ ଆକ୍ରାନ୍ତ ଚିିକିତ୍ସିତ ଅବସ୍ଥାରେ ରହିଛନ୍ତି।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ