
ଗାନ୍ଧିନଗର: ସାରା ଦେଶରେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି। ଗୁଜରାଟର କାଭେଡିଆଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱର ସର୍ବୋଚ୍ଚ ଏକତାର ପ୍ରତିମୂର୍ତ୍ତି ନିକଟରେ ମୁଖ୍ୟ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏକତା ପ୍ୟାରେଡ୍ ଓ ସାଂସ୍କୃତିକ କାର୍ୟ୍ୟକ୍ରମମାନ ଆୟୋଜନ କରାଯାଇଥିଲା।
ଶାହ କହିଛନ୍ତି, ଭାରତର ଲୌହମାନବ ସର୍ଦ୍ଦାର ପଟେଲ ହେଉଛନ୍ତି ପ୍ରେରଣାର ଉତ୍ସ। ସର୍ଦ୍ଦାର ପଟେଲଙ୍କୁ ଅନୁସରଣ କରି ଆଜି ଦେଶର ସମୃଦ୍ଧି ଓ ଏକତା ପାଇଁ ଆମେ ଶପଥ ନେବା। ତାଙ୍କ ପ୍ରତିମୂର୍ତ୍ତିରେ ଶାହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍