
ଭୁବନେଶ୍ୱର: ଆଜି ରାଜ୍ୟରେ ୧୩୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୧୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକ- ୯୪, ମୟୂରଭଞ୍ଜ- ୮୬, ଜଗତସିଂହପୁର- ୬୪, ଯାଜପୁର- ୬୨, ପୁରୀ- ୫୯, କେନ୍ଦ୍ରାପଡ଼ା- ୫୭, ବାଲେଶ୍ୱର- ୫୫, କେନ୍ଦୁଝର- ୫୪, ବଲାଙ୍ଗିର- ୫୨, ଅନୁଗୁଳ- ୪୬, ନବରଙ୍ଗପୁର- ୪୩ ଜଣ ସୁସ୍ଥ ହୋଇଛନ୍ତି।
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା