June 4, 2023

Satya News

odia news channel

ବଢୁଛି ନିଶା ମହାରଣାଙ୍କ କ୍ରେଜ

* ଓଡିଶାରେ ହଲଚଲ୍
* ଯୁବପିଢିଙ୍କ ବିପି କଣ୍ଟା ଥମିବାର ନାଁ ଧରୁନି
* ରାନୀ ପଣ୍ଡାଙ୍କ ରାସ୍ତାରେ ଏବେ ନିଶା ମହାରଣା
ଆଜ୍ଞା ହଁ ନିଶା ମହାରଣା ଓରଫ୍ ଝିଲି ମଲ୍ଲିକ ଏବେ ଓଡ଼ିଶାର ସନି ଲିଓନ ଭାବେ ସବୁଆଡେ ଚର୍ଚ୍ଚାରେ ଅଛନ୍ତି। ନିଜର ବୋଲ୍ଡ ଭାଷା ଓ ଅଶ୍ଳୀଳ ଇଙ୍ଗିତ ସହ ଅଧା ଲଙ୍ଗଳା ନୃତ୍ୟ ପାଇଁ ନିଶା ମହାରଣା ଏବେ One of the most viral lady of Odisha ପାଲଟିଛନ୍ତି,, ତାଙ୍କର ରୂପଯୌବନକୁ ସିଧାସଳଖ କ୍ୟାମେରା ଆଗରେ expose କରିବା ଓ ମିଡିଆ ଚ୍ୟାନେଲ ମାନଙ୍କରେ ବିବାଦୀୟ ବୟାନବାଜି କରିବା ଓଡ଼ିଶାର ଅନେକ ଭଦ୍ରବ୍ୟକ୍ତି ତଥା ଓଡିଆ ସଂସ୍କୃତିପ୍ରେମୀ ମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି ନିଶ୍ଚିତ।

ରାଣୀ ପଣ୍ଡାଙ୍କ ରାସ୍ତାରେ ନିଶା ମହାରଣା!!!

ଅପରପକ୍ଷରେ ମନୋରଞ୍ଜନଧର୍ମୀ ଲୋକମାନେ ଏ ଘଟଣାକୁ ଭରପୋର୍ ଉପଭୋଗ କରିବା ସହ ସୋସିଆଲ ମିଡିଆରେ ନିଜର ବ୍ୟାକୁଳଭରା ମତାମତ ଦେବାକୁ ବି ପଛାଉନାହାନ୍ତି,,।
ନିଶା ମହାରଣା ହାଇଲାଇଟ୍ ହେବାକୁ ଚାହୁଁଛି,, ମିଡ଼ିଆ ତାର TRP ବଢେ଼ଇବା ପାଇଁ ଶାଳୀନତାର ସୀମା ପାର୍ କରୁଛି,,ଲୋକମାନେ ବି ଏଭଳି Nude Content କୁ ପସନ୍ଦ କରୁଛନ୍ତି,, ସେଥିପାଇଁ ତ ଆଲବମ ଜଗତରେ ଅପରିଚିତ ଆଇଟମ୍ ଗାର୍ଲ ଆଜି ନିଶା ମହାରଣା ନାମରେ ଚାରିଆଡ଼େ ଚର୍ଚ୍ଚିତ ।

ନିକଟରେ ତାଙ୍କ ନାମରେ ଓଡ଼ିଆ ନିତୀସଂସ୍କୃତିକୁ ଅବମାନନା କରୁଥିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା,,। କିନ୍ତୁ ନିଶା ଯେମିତି ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି ତାଙ୍କୁ ଭଗବାନ ହିଁ ଭରଷା,,।
ତାଙ୍କୁ ସିଧାସଳଖ ଇଙ୍ଗିତ କରି ସୋସିଆଲ ମିଡିଆରେ ଅନେକ ଦର୍ଶକ ଏତେ ମାତ୍ରାରେ ଗାଳିଗୁଲଜ କରୁଥିଲେ ବି ତାଙ୍କୁ ଫରକ୍ ପଡିବା ତ ଦୂରର କଥା ତାଙ୍କର ଭାଷା,ଆଚରଣ ଓ ବ୍ୟବହାରରେ ଟିକେ ବି ପରିବର୍ତ୍ତନ ପରିଲକ୍ଷିତ ହେଉନି।
ଏହା ପ୍ରଥମ ଘଟଣା ନୁହେଁ,,ଏହା ପୂର୍ବରୁ ମଧ୍ୟ ଓଡିଶାବାସୀ ଅନେକ ବିବାଦୀୟ ମହିଳାଙ୍କ ଚେହେରା ଦେଖିଛନ୍ତି,,କିନ୍ତୁ ସବୁଠୁ ବେଶୀ ସୋସିଆଲ ମିଡିଆରେ ଭାଇରଲ୍ ହୋଇଥିବା ଚରିତ୍ର ଟି ନିଶା ମହାରଣା।
ନିକଟ ଅତୀତରେ ଖଣ୍ଡଗିରି ଯାତ୍ରା ମଞ୍ଚରେ ଏହିଭଳି ଅଶ୍ଳୀଳ ନୃତ୍ୟ ପରିବେଷଣ ତଥା ଦର୍ଶକଙ୍କ କାନକୁ କାମୁଡି ଅନେକ ବାଦବିବାଦ ସତ୍ବେ ପରବର୍ତ୍ତୀ ସମୟରେ ନିଜର ମହାନ କାର୍ଯ୍ୟ ଦ୍ବାରା ଓଡ଼ିଶାବାସୀଙ୍କ ହୃଦୟ ଜିତିଥିବା ରାନୀ ପଣ୍ଡା ବି ସେତେବେଳେ ବେଶ୍ ଚର୍ଚ୍ଚା ସାଉଁଟିଥିଲେ,,।
ପରବର୍ତ୍ତୀ ସମୟରେ ସେହି ଖଣ୍ଡଗିରି ଯାତ୍ରା ମଞ୍ଚର ରେକର୍ଡ଼ ଡ୍ୟାନ୍ସରେ ଅଧା ଲଙ୍ଗଳା ନୃତ୍ୟ ଓ ଅଶ୍ଳୀଳ ଇଙ୍ଗିତ ପାଇଁ ରାନୀ ପ୍ରିୟଦର୍ଶିନୀ ସାହୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ,,,


ଆଉ ଏବେ ନିଶାଙ୍କ କଥା କିଏ ଅବା ନଜାଣେ,,
ଅଭିନବ ଉପାୟରେ ନିଜ ନାମକୁ ଚର୍ଚ୍ଚାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚେଇ ଥିବା ନିଶା ମହାରଣାଙ୍କ ଭାଗ୍ୟ ଏବେ ଯେମିତି ପରିବର୍ତ୍ତନ ହୋଇଯାଇଛି,,ସାଧାରଣ ଆଇଟମ୍ ଗାର୍ଲ ରୁ ଏବେ ସିଏ ସେଲିବ୍ରିଟି ପାଲଟି ଯାଇଛନ୍ତି,,। ସୋସିଆଲ ମିଡିଆରେ ନିଶାଙ୍କ ଫଲୋଅର୍ସ ମଧ୍ୟ ଦିନକୁ ଦିନ ବଢିଚାଲିଛନ୍ତି,,କେବଳ ଫଲୋଅର୍ସ ବଢୁନାହାନ୍ତି ତା ସାଙ୍ଗକୁ ଭବିଷ୍ୟତରେ ଆଗକୁ ଯିବାର ଅଫର୍ ମଧ୍ୟ ବଢ଼ିଚାଲିଛି,,
ନିକଟରେ ନିଶା ମହାରଣା ଗରିବ ଅସହାୟଙ୍କୁ ଦାନ ଧର୍ମ ଓ ଲିଭର ଜନିତ ରୋଗରେ ପିଡିତ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ମଧ୍ୟ ସାହାଯ୍ୟର ହାତ ବଢେଇ ନିଜର ଦରଦୀ ହୃଦୟର ପରିଚୟ ଦେଇଛନ୍ତି,,

ତେବେ ନିଶା ମହାରଣାଙ୍କ ଏମିତି ଅନେକ କଥା ଆପଣମାନେ ସୋସିଆଲ ମିଡିଆରେ ଦେଖିଥିବେ,,କିନ୍ତୁ ଆମେ ଦେଖେଇବୁ କିଛି ଏମିତି କଥା ଯାହା ଆପଣଙ୍କର ହୋସ୍ ଉଡେଇଦେବ,,
ସେଥିପାଇଁ ଆମ ୟୁଟ୍ୟୁବ ଚ୍ୟାନେଲରେ ଦେଖୁଥାଆନ୍ତୁ ନିଶା ମହାରଣା Exclusive… Buereu report Satya News24

Spread the love