satyanews 2 years ago 1 min read ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଅଟକ ରଖାଯାଇଛି। ସୁରେଶଙ୍କୁ ପୋଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ତେବେ ସୁରେଶ ପଳାସପଲ୍ଲୀ ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଥିବା ଜଣାପଡ଼ିଛି। ତେବେ ପୂର୍ବରୁ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଠାବ ହେବା କଥା ସାମ୍ନାକୁ ଆସିଥିଲା। ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ କରାଯିବା ନେଇ ଅଭିଯୋଗ ମଧ୍ୟ ଆସିଥିଲା। ତେବେ ଏସବୁ କାରବାରର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଥିଲା ପୂରା କେଳେଙ୍କାରୀର ଗୁମର। କେବଳ ଗରାଖ ନୁହେଁ, ଦେହର ଭୋକ ମେଣ୍ଟାଇବାକୁ ଏଠି ସରକାରୀ ବାବୁଙ୍କର ବି ଭିଡ଼ ଜମିବାର ଆସିଥିଲା ସଙ୍ଗୀନ ଅଭିଯୋଗ। ତେବେ ଏହି ଖବର ଜଣାପଡ଼ିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଆଉ ବର୍ତ୍ତମାନ ଘଟଣାରେ ସମ୍ପୃକ୍ତ ଥିବା ସୁରେଶକୁ ପୋଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। Spread the love Continue Reading Previous ଖୁବ୍ ଶୀଘ୍ର ମୁଁ କୁଟିଆ ପଞ୍ଚାୟତ ଯିବି – ମୁଖ୍ୟମନ୍ତ୍ରୀNext ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories Breaking news ଓଡିଶା ମୁଖ୍ୟ ରାଜ୍ୟ 1 min read ୨ ଯାଏ କାଳବୈଶାଖୀ 1 month ago satyanews Breaking news ଓଡିଶା ମୁଖ୍ୟ ରାଜ୍ୟ 1 min read ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ 4 months ago satyanews Breaking news ଓଡିଶା ମୁଖ୍ୟ ରାଜ୍ୟ 1 min read ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା 4 months ago satyanews
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା