September 26, 2023

Satya News

odia news channel

ଚୀନ୍‌ରେ ମାନ୍ଦାବସ୍ଥା; ୧୦ ହଜାର କର୍ମଚାରୀଙ୍କୁ ଛଟେଇ

ବେଜିଂ: ଚୀନ୍‌ରେ ଅଧିକାଂଶ ବୃହତ୍‌ ବ୍ୟାବସାୟିକ ପ୍ରତିଷ୍ଠାନ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଚୀନ୍‌ର ଖ୍ୟାତନାମା କମ୍ପାନୀ ଆଲିବାବା ଗତ ଜୁନ୍‌ ମାସରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। କେବଳ ସେତିକି ନୁହେଁ, ଗତ ୬ମାସ ମଧ୍ୟରେ ଏହି କମ୍ପାନୀ ନିଜର ୧୩ ହଜାର କର୍ମଚାରୀଙ୍କୁ ଛଟେଇ କରି ସାରିଲାଣି। ଏବେ ଏହି ସଂସ୍ଥାରେ ୨,୪୪୫,୭୦୦ ଜଣ କର୍ମଚାରୀ କାମ କରୁଛନ୍ତି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି।

Spread the love