
ଭୁବନେଶ୍ୱର: ରାଜ୍ୟରେ ଆଜି ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୨୦୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେହିପରି କଟକରୁ ୧୦୦, ବଲାଙ୍ଗିରରୁ ୯୬, ଲେଶ୍ୱର-୮୯, ମୟୂରଭଞ୍ଜ- ୮୦, କଳାହାଣ୍ଡି- ୭୬, ଜଗତସିଂହପୁର- ୭୩, ନୂଆପଡ଼ା- ୬୮ ଝାରସୁଗୁଡ଼ା- ୫୫, ଢେଙ୍କାନାଳ- ୪୯, ଯାଜପୁର- ୪୮, ପୁରୀ- ୪୭, ନବରଙ୍ଗପୁର ଓ ସମ୍ବଲପୁରରୁ ୪୫ ଲେଖାଏଁ ସୁସ୍ଥ ହୋଇଛନ୍ତି।
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା