Skip to content
ଅର୍ଥନୀତି କାହିଁକି ବିଗୁଡ଼ୁଛି: ପ୍ରଶ୍ନ କଲେ ଅରବିନ୍ଦ ସୁବ୍ରମଣ୍ୟମ୍
ଦେଶର ଅର୍ଥନୀତି କାହିଁକି ବିଗୁଡ଼ୁଛି ଓ ଷ୍ଟକ୍ ମାର୍କେଟ କାହିଁକି ତଳକୁ ଖସୁଛି ବୋଲି ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଅରବିନ୍ଦ ସୁବ୍ରମଣ୍ୟମ ପ୍ରଶ୍ନ କରିଛନ୍ତି । ମୋଦି ସରକାରଙ୍କ ପ୍ରଥମ ସିଇଏ ସୁବ୍ରମଣ୍ୟମ୍ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଣ୍ଟ ଅହମଦାବାଦ (ଆଇଆଇଏମ୍ଏ)ରେ ଦେଶର ଅର୍ଥନୀତି ସଙ୍କୁଚିତ ହେବାରେ ଲାଗିଛି ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍