July 26, 2024

Satya News

odia news channel

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲିରେ କ୍ରାଇମ୍ ବ୍ରାଞ୍ଚ ଟିମର ତଦନ୍ତ

 

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ  କ୍ରାଇମ୍ ବ୍ରାଞ୍ଚ ଟିମ୍ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଲିସ ଶର୍ମିଷ୍ଠାର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠାର ପତ୍ତା ପୁଲିସ ନପାଇବାରୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାରେ ତଦନ୍ତ କରିଛନ୍ତି।

Spread the love