July 27, 2024

Satya News

odia news channel

ନିର୍ଭୟା ମାମଲାରୁ ଓହରିଲେ ସିଜେଆଇ

ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂଙ୍କୁ ମୃତୁ୍ୟ ଦଣ୍ଡାଦେଶ ହୋଇଥିବାବେଳେ ସେ ସୁପ୍ରିମକୋର୍ଟରେ ରିଭୁ୍ୟ ପିଟିଶନ ଦାଏର କରିଥିଲେ । ଏହାର ଶୁଣାଣି କରିବାକୁ ସିଜେଆଇ ଏସ୍. ଏ ବୋବ୍ଡେ ଓହରିଯାଇଛନ୍ତି ।

Spread the love