ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀ ପାଇଁ ହୋଇଥିବା ନିର୍ବାଚନରେ ବିଜେଡିକୁ ଅଧିକ ଭୋଟ ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେଡିର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ୭୫,୧୫୨ ଖଣ୍ଡ ଭୋଟ ମିଳିସାରିଛି। ବିଜେପିର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ୫୨, ୯୮୮ ଓ କଗ୍ରେସର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୪୦୮୦ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେଡିର ଅଧିକାଂଶ କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
୧. ବିଜେଡି: ମିହିର ରାଉତ
୨. ବିଜେଡି: ମୋନାଲିସା ବେହେରା
୩. ବିଜେଡି: ଲକ୍ଷ୍ମୀପ୍ରିୟା ପରିଡା
୪. ବିଜେଡି: ସୁକୁମାର ସାହୁ
୫. ବିଜେଡି: ମୀନିଶ୍ରି ଖୁଣ୍ଟିଆ
୬. ବିଜେଡି: ପ୍ରୀତିନନ୍ଦା ରାଉତରାୟ
୭. ବିଜେଡି: ଜୋଷଧାର ପ୍ରଧାନ
୯. ବିଜେଡି: ସ୍ଵାଧୀନ, ସୁଷମା ସାହୁ
୧୦. ବିଜେଡି: ସେକ୍ ନୁର ହାସନ୍
୨୩. ବିଜେଡି:କିରଣ ବାଳା ମାଝୀ
୨୪. ସ୍ଵାଧୀନ: ଦୀପକ ମିଶ୍ର
୨୫. ବିଜେଡି: ମାନସୀ ରାଣୀ ସୁନ୍ଦର୍ ରାୟ
୨୬. ବିଜେଡି: ଭାରତୀ ସିଂ
୨୭. ବିଜେଡି: ଶୁଭ୍ରାଂଶୁ ପଟ୍ଟନାଏକ
୩୫. ବିଜେଡି: ରଞ୍ଜୁଲତା ରାୟ
୩୬. ବିଜେଡି: ଅଲିଅଳି ମଲ୍ଲିକ
୩୭. ସ୍ଵାଧୀନ, ବଳିତା ପାଲ
୩୮. ବିଜେଡି: ପଦ୍ମଜା ପ୍ରିୟଦର୍ଶିନୀ ଜେନା
୩୯. ବିଜେଡି:ଗୀତାଞ୍ଜଲି ସାହୁ
୪୦. ବିଜେଡି: ଆଶୀୟା ବେଗମ
୪୧. ବିଜେଡି:କବିତା ସ୍ଵାଇଁ
୪୪. ବିଜେଡି: ଅଜିତ ବେହେରା
୪୫. ବିଜେଡି: ଅମରେଶ ଜେନା
୪୬. ସ୍ଵାଧୀନ: ପୁଷ୍ପା ରାଉତ
୪୭. ବିଜେଡି: ସମିତା ମହାନ୍ତି
୪୮. ବିଜେପି ସୁମିତ୍ରା ପାତ୍ର
୫୫. ବିଜେଡି: ନୃପେସ ନାଏକ
୫୮. ସ୍ଵାଧୀନ: ନମିତା ମହାପାତ୍ର
୫୯. ବିଜେଡି: ବିରଞ୍ଚି ନାରାୟଣ ମହାସୁପକାର
୬୧. ବିଜେଡି:ଶିବପ୍ରସାଦ ରାୟ
୬୨. ବିଜେଡି: ଚାରୁଲତା ସାମନ୍ତରାୟ
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି