July 26, 2024

Satya News

odia news channel

ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ

 

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ।ବିଧାନସଭା ପରିସରରେ ବିଜେଡି ବିଧାୟକ ଦଳଙ୍କ ବୈଠକ ଆରମ୍ଭ ହୋଇଛି। ବିଧାନସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସାରିବା ସହ ତାଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି। ବଜେଟ୍‍ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିବ। ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୩୧ ଯାଏଁ ଚାଲୁ ରହିବ। ଦୀର୍ଘ ୨ ବର୍ଷ ପରେ ଗୃହକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି। ୩୦ରେ କାମଚଳା ବଜେଟ୍‍ ଆଗତ ହେବ। ବଜେଟ୍‍ ଆରମ୍ଭ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି।

 

Spread the love