July 27, 2024

Satya News

odia news channel

ସିଏଏ କୁ ବିରୋଧ, ହିଂସାକୁ ନିନ୍ଦା କର: ଓୱାଇସି

ସିଏଏ କୁ ବିରୋଧ, ହିଂସାକୁ ନିନ୍ଦା କର: ଓୱାଇସି
ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ବିକ୍ଷୋଭ କରିବା ସମସ୍ତଙ୍କ ସାମ୍ବିଧାନିକ ଅଧିକାର । କିନ୍ତୁ ହିଂସାକୁ ନିନ୍ଦା କରାଯିବା ଉଚିତ ବୋଲି ଶୁକ୍ରବାର ଏ ଆଇ ଏମ୍ ଆଇ ଏମ୍ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍ ପି ଅଦାଦୁଦ୍ଦିନ ଓୱାଇସି କହିଛନ୍ତି ।

Spread the love