May 17, 2024

Satya News

odia news channel

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ

 

କାମାକ୍ଷାନଗର: ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ ମିଶ୍ର, କର୍ତ୍ତା ରୁଦ୍ରନାରାୟଣ ତ୍ରିପାଠୀ, ସଭାପତି ଜୟନ୍ତ କୁମାର ମିଶ୍ର, ସଞ୍ଜୀବ ତ୍ରିପାଠୀ, ପ୍ରବିନା ପଟ୍ଟନାୟକ, ପ୍ରଦୀପ୍ତ ତ୍ରିପାଠୀ ଓ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ମାଟି ଅନୁକୂଳ ହୋଇଥିଲା ।

 

Spread the love