April 26, 2026

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୫୫

 

ରାଜ୍ୟରେ ଆଜି କରୋନାରୁ ୨୫୫ ଜଣ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ୨୫୫ ଜଣ ସଂକ୍ରମିତଙ୍କୁ ଆଜି ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୧କୁ ବୃଦ୍ଧ ପାଇଛି। ଆରୋଗ୍ୟଲାଭ କରିଥିବା ଲୋକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୦ ଓ କଟକରୁ ୨୮ ଜଣ ସୁସ୍ଥ ହୋଇଛନ୍ତି।

Spread the love