କାମାକ୍ଷାନଗର: ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ ମିଶ୍ର, କର୍ତ୍ତା ରୁଦ୍ରନାରାୟଣ ତ୍ରିପାଠୀ, ସଭାପତି ଜୟନ୍ତ କୁମାର ମିଶ୍ର, ସଞ୍ଜୀବ ତ୍ରିପାଠୀ, ପ୍ରବିନା ପଟ୍ଟନାୟକ, ପ୍ରଦୀପ୍ତ ତ୍ରିପାଠୀ ଓ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ମାଟି ଅନୁକୂଳ ହୋଇଥିଲା ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି