January 23, 2026

ମହଙ୍ଗା ହେବ ରେଳ ପ୍ଲାଟଫର୍ମ ଟିକଟ

 

ନୂଆଦିଲ୍ଲୀ : କେବଳ ରେଳଯାତ୍ରା ନୁହେଁ କୌଣସି ସମୟରେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍‌ ଦର ୨ଗୁଣ କରିବ। ଯୋଜନାନୁଯାୟୀ, ଆସନ୍ତା ମାସରେ ରେଳବାଇ ଏହାର ପ୍ଲାଟଫର୍ମ ଟିକଟ ମୂଲ୍ୟ ବର୍ତ୍ତମାନର ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛି। ରେଳବାଇ ପକ୍ଷରୁ ଦେଶରେ ୧୦୦ରୁ ଅଧିକ‌ ‌‌ଷ୍ଟେସନରେ ୟୁଜର ‌ଡେଭଲପମେଣ୍ଟ ଫି(ୟୁଡିଏଫ୍‌) ଲାଗୁ ସ୍ବରୂପ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।

Spread the love