March 10, 2026

ବଡ଼ ଭଉଣୀ ଆଖି ସାମ୍ନାରେ ଚାଲିଗଲା ସାନ ଭଉଣୀର ଜୀବନ

 

ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସାନ ଭଉଣୀର ମୃତ୍ୟୁ ହୋଇ ଥିବାବେଳେ ବଡ଼ ଭଉଣୀ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା। ତାଙ୍କ ବଡ଼ ଭଉଣୀ ସଙ୍ଗୀତା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ତାଙ୍କୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Spread the love