January 23, 2026

ନମିତା ଟପ୍ପୋ ପାଇବେ ‘ଏକଲବ୍ୟ’

 

ଭୁବନେଶ୍ୱର: ୨୦୨୦ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ। ନମିତା ଟପ୍ପୋ ୨୮ ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା ହୋଇଛି। ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି।

Spread the love