March 11, 2026

ଅନାଥ ଝିଅର ବିବାହ କରି ମାନବିକତାର ପରିଚୟ ଦେଲେ ବାବୁଲି ଭାଇ

 

ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ବଡବିରୁହା ପଞ୍ଚାୟତ ଅନ୍ତର୍ଗତ ଵରେଈ ଗ୍ରାମର ଝରଣା ମଳିକଙ୍କ କେହି ନଥିବାରୁ ସ୍ଥାନୀୟ ଅଂଚଳର ଜଣାଶୁଣା ସମାଜସେବୀ ପ୍ରସନ୍ନ ସାମଲ ଓରଫ ବାବୁଲି ଭାଇ ବିବାହ ପାଇଁ ସହଯୋଗର ହାତ ବଢ଼ାଇଥିଲେ ା

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେଦାର ଭାଇଙ୍କ ତତ୍ବାବଧାନରେ  କେଦାର ବିଶ୍ୱାଳ, ପ୍ରସନ୍ନ ସ୍ୱାଇଁ ଭୁବେନ୍ଦ୍ର କର, କାମଦେବ ଖଣ୍ଡାଇ, ଅନିରୁଦ୍ଧ ସାହୁ, ତପନ ଖଣ୍ଡାଇ ଓ ଗୋପାଳ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ା ବାବୁଲି ଭାଇଙ୍କ ଏଭଳି ମହାନ କାର୍ଯ୍ୟପାଇଁ ସ୍ଥାନୀୟ ଅଂଚଳରେ ପ୍ରଶଂସାର ସୂଅ ଛୁଟିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛଡ଼୍ତି

Spread the love