-ଆଉ ୧ ଲକ୍ଷ ୮୯ ହଜାର ୨୩୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର
-ଗତ ୨୪ ଘଣ୍ଟାରେ ଆଉ ୨୬୭୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯, ମୃତ୍ୟୁ ହାର ୧.୨୦%
-ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ୭୯୯, ସକ୍ରିୟ ଆକ୍ରାନ୍ତ ହାର ୫.୧୩ %
-କରେନା ଟିକାକରଣ : ଟିକା ନେଲେଣି ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭
-ଦେଶରେ କରେନା ଟିକାକରଣ ୬୦ ବର୍ଷରୁ ଅଧିକ: ୩୩.୫%, ୪୫-୬୦ ବର୍ଷ: ୪୨.୧% ଓ ୧୮-୪୪ ବର୍ଷ : ୨୪.୪% ଙ୍କୁ ଟିକାଦାନ କରାଯାଇଛି
-ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ
-ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ , ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭
-ଗତ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି
-ସଫାଇ ସାଥୀଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ସଂସାଧନ ବଣ୍ଟନ
-ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ୍
-ତୃତୀୟ ଲହରକୁ ଅଧିକ ଘାତକ ହେବାରୁ ରୋକିବ ଟିକାକରଣ
-କୋଭିଡ-୧୯ ମହାମାରୀ ପ୍ରଭାବରେ ନିମ୍ନମୁଖୀ ହୋଇଥିବା ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଚଳିତ ଜୁନ୍ ମାସରୁ ଆରମ୍ଭ ହେବ ଏବଂ ଜୁଲାଇରେ ସେହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ
-କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍’ ଯୋଜନା
-୨୦୨୦-୨୧ରେ ରିଲାଏନ୍ସ ସିଏସଆରରେ ଖର୍ଚ୍ଚ କରିଛି ୧୧୪୦ କୋଟି
-ଛାତ ଉପରେ ଜଙ୍ଗଲ ; ଲାଗିଛି ୨୫୦୦ ଗଛ
-କାନପୁରରେ ଗୁପଚୁପ ପ୍ରିୟ ଗାଈ, ବାଛୁରୀ
-୨୫ହଜାର ସିନେ କର୍ମଚାରୀଙ୍କୁ ସଲମାନଙ୍କ ଆର୍ଥିକ ସହାୟତା
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି