October 22, 2025

 

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବସ୍‌ ବଢ଼ା ବୃଦ୍ଧି ପାଇଛି। ଅର୍ଡିନାରୀ ବସ୍ ଭଡ଼ା ୭୨ ପଇସାରୁ ବଢ଼ି ୭୩ ପଇସା ହୋଇଛି।

ସେହିପରି ଏକ୍ସପ୍ରେସ୍‌ ଭଡ଼ା କି.ମି. ପିଛା ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଥିବା ବେଳେ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ରୁ ବଢ଼ି ୧ ଟଙ୍କା ୦୭ ହୋଇଛି।

ଏସି ଡିଲକ୍ସ କି.ମି. ପିଛା ୧ଟଙ୍କା ୨୭ ପଇସାରୁ ବଢ଼ି ୧ଟଙ୍କା ୨୯ ପଇସା ହୋଇଛି।

Spread the love