April 26, 2026

ଯୁବତୀଙ୍କ ଅଭିଯୋଗ- ‘ଏକୁଟିଆ ଦେଖା କରିବା ପାଇଁ ବିଧାୟକ ଡାକୁଛନ୍ତି’

 

ସାଲେପୁର: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ବିରୋଧରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି।

ଏକ ଜମିଜମା ମାମଲାର ସମାଧାନ ଲାଗି ବିଧାୟକ ତାଙ୍କୁ ଏକୁଟିଆ ତାଙ୍କ କାର୍ଯ୍ୟାଳୟକୁ ଡାକୁଥିବା ଯୁବତୀ ଜଣକ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୋଗ ସମ୍ପର୍କୀତ ପ୍ରମାଣ ତାଙ୍କ ନିକଟରେ ଅଛି ବୋଲି ଯୁବତୀ କହିଛନ୍ତି।

Spread the love