April 24, 2026

’ମୋ ସ୍କୁଲ’କୁ ୩୦ ହଜାର ଟଙ୍କା ଦାନ କଲେ ଯୁବ ସମାଜସେବୀ ବେଣୁଧର ପ୍ରଧାନ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଫତେଗଡ଼ ଗ୍ରାମପଞ୍ଚାୟତର ସମିତି ସଭ୍ୟାଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ଶ୍ରୀ ପ୍ରଧାନ ’ମୋ ସ୍କୁଲ ଅଭିଯାନ’ରେ ସ୍କୁଲ୍‌ର ବିକାଶ ପାଇଁ ଫତେଗଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀଙ୍କୁ ୩୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତିା

ଏହି ସହାୟତା ପ୍ରଦାନ ବେଳେ ଯୁବ ସରପଞ୍ଚ ତୋଫାନ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନଙ୍କ ଏଭଳି ମହାନ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛିା

Spread the love