March 10, 2026

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

ରାଉରକେଲା: ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ହୋଇଛନ୍ତି।  ନାବାଳିକାଙ୍କୁ ବୀରମିତ୍ରପୁର ଝୁରୁମୁର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ଗତକାଲି ସଂଧ୍ୟାରୁ ଏସ୍ଓଏସ୍ ଭିଲେଜ୍‌ରୁ ନିଖୋଜ ହୋଇଥିଲେ ନାବାଳିକା। ନିଖୋଜ ନେଇ ଛେଣ୍ଡ ଥାନାରେ ଏତଲା କରିଥିଲେ ଏସଓଏସ କର୍ତ୍ତୃପକ୍ଷ।

Spread the love