July 27, 2024

Satya News

odia news channel

କଶ୍ମୀରରେ ଶୀତ

କଶ୍ମୀରରେ ଶୀତ:
ଶ୍ରୀନଗରସ୍ଥିତ ଡାଲ ହ୍ରଦର ପାଣି ପ୍ରବଳ ଥଣ୍ଡାରେ ବରଫ ପାଲଟି ଯାଇଛି l ଜଣେ ଲୋକ ନିଜ ଡଙ୍ଗା ବାହିବା ପାଇଁ କାତରେ ବରଫ ସ୍ତର ଭାଙ୍ଗି ବାଟ ସଫା କରୁଛନ୍ତି l ଗୁରୁବାର ରାତିରେ ଶ୍ରୀନଗରରେ ତାପମାତ୍ରା ବିଯୁକ୍ତ 5.6 ଡିଗ୍ରୀକୁ ଖସିଥିବା ରେକର୍ଡ କରାଯାଇଥିଲା, ଯାହାକି ଚଳିତ ଶୀତ ଋତୁରେ ସର୍ବନିମ୍ନ l

Spread the love