July 27, 2024

Satya News

odia news channel

ତେହେରାନ

ତେହେରାନ: ଆମେରିକାର ଡ୍ରୋନ ଷ୍ଟାଇକରେ ନିହତ ହୋଇଥିବା ଜେନେରାଲ କାସିମ ସୁଲେମାନୀ ଓ ଅନ୍ୟମାନଙ୍କ କଫିନଗୁଡ଼ିକୁ ଏକ ଟ୍ରକରେ ନିଆଯାଉଛି । ତେହେରାନର ଇନକଲାବ-ଇ-ଇସଲାମି (ଇସଲାମିକ ରିଭୋଲୁଶନ ସ୍କ୍ୱେୟାର)ରେ ଏହି ଶୋଭାଯାତ୍ରା ବେଳେ ହଜାର ହଜାର ଲୋକ ସେମାନଙ୍କ ପ୍ରିୟ ଯୋଦ୍ଧା ସୁଲେମାନଙ୍କୁ ସ୍ମରଣ କରୁଛନ୍ତି ।

Spread the love