March 10, 2026

ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଚୂଡାନ୍ତ ହେବ କୃଷି ଆଇନ ରଦ୍ଦ ତାରିଖ

 

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କହିଛନ୍ତି ଯେ ସଂସଦରେ କୃଷି ଆଇନକୁ ରଦ୍ଦ କରିବାର ତାରିଖ ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଚୂଡାନ୍ତ କରାଯିବ। ଏ କ୍ଷେତ୍ରରେ କୃଷି ମନ୍ତ୍ରଣାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ, ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି।

Spread the love