satyanews 2 years ago 1 min read ଭଦ୍ରକ: ଡ୍ୟୁଟିରେ ଥିବାବେଳେ OSAPର ୩ଜଣ ଯବାନ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପୁରୁଣା ବଜାର ଥାନାରେ ଡ୍ୟୁଟିରେ ଥିବାବେଳେ ଏହି ୩ ଯବାନ ପୋଡ଼ି ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। Spread the love Continue Reading Previous ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୧୯ କରୋନା ପଜିଟିଭNext ଦୀପାବଳି ପୂର୍ବରୁ ବଢ଼ିଲା ସୁନା ଦର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories Breaking news ଓଡିଶା ମୁଖ୍ୟ ରାଜ୍ୟ 1 min read ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ 1 month ago satyanews Breaking news ଓଡିଶା ମୁଖ୍ୟ ରାଜ୍ୟ 1 min read ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା 1 month ago satyanews Breaking news ଓଡିଶା ମନୋରଞ୍ଜନ ମୁଖ୍ୟ ରାଜ୍ୟ 1 min read ବଢୁଛି ନିଶା ମହାରଣାଙ୍କ କ୍ରେଜ 1 month ago satyanews
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ