January 24, 2026

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

 

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା(Odisha Civil Services) ଓ Combined Competitive Recruitment Examinations,୨୦୨୦ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀପ୍ରାର୍ଥୀଙ୍କ ପାଇଁ ଭଲ ଖବର। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ଲାଗି ଆଉ ଏକ ସୁଯୋଗ ମିଳିବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

UPSC ପାର୍ଟନରେ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ହେବା ପରେ ପରୀକ୍ଷାର୍ଥୀମାନଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଏଭଳି ସୁବିଧା ଯୋଗାଇ ଦିଆଯାଇଥିଲା। ତେବେ ପରୀକ୍ଷାର୍ଥୀଙ୍କ ଅନୁରୋଧ କ୍ରମେ OCSE- 2020 ପାଇଁ ଆଉ ଥରେ ପରୀକ୍ଷା ଦେବା ଲାଗି ସୁଯୋଗ ପ୍ରଦାନ କରାଯାଇଛି।

Spread the love