April 19, 2024

Satya News

odia news channel

ସୁବର୍ଣ୍ଣପୁରରେ ଏତେ ଶୀତ!

ସୁବର୍ଣ୍ଣପୁରରେ ଏତେ ଶୀତ!

ରାଜ୍ୟର ସର୍ବାଧିକ ଶୀତ ସୁବର୍ଣ୍ଣପୁର ଜିଲାରେ ଅନୁଭୂତ ହେଉଛି । ଜାଡ଼ରୁ ରକ୍ଷା ପାଇବା ପାଇଁ ସୋନପୁର ସହରରେ ନିଆଁ ଜାଳି ସେକି ହେବା ଲାଗି ସମସ୍ତେ ଆତୁର ।

ରାତିରେ ହାଡ଼ଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବା ଲାଗି ସୋନପୁର ବସଷ୍ଟାଣ୍ଡରେ ଥିବା ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମାନସିକ ଭାରସାମ୍ୟ ହରାଇଥିବା ଜଣେ ଅସହାୟ ମହିଳା ।

Spread the love