October 24, 2024

Satya News

odia news channel

ସେନ୍ଗରଙ୍କ ଦଣ୍ଡବିଧାନ ୨୦ ଯାଏ ସ୍ଥଗିତ

ଉନ୍ନାଓ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାଜପାରୁ ବହିଷ୍କୃତ ବିଧାୟକ କୁଲଦୀପ ସେନ୍ଗରଙ୍କ ଦଣ୍ଡ ବିଧାନକୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏକ କୋର୍ଟ ସ୍ଥଗିତ ରଖିଛନ୍ତି ।

Spread the love