
(୧) ଅବପାତର ରୂପନେଲା ସୁଦୃଶ୍ୟ ଲଘୁଚାପ… ବାଲେଶ୍ୱର ଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ… ଦୀଘାର ଦକ୍ଷିଣ ପୂର୍ବରେ ୧୦ କିମି ଦୂରରେ ଅବପାତ… ଆସନ୍ତା ୬ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା.. ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ…
(୨) ଆହୁରି ଛେଚିବ ୨୪ ଘଣ୍ଟା… ରାଜ୍ୟରେ ବର୍ଷା ଜାରି ରହିବା ନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ… ଉପର ଓ ତଳ ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ବନ୍ୟା ଆଶଙ୍କା ଦୃଢ଼ୀଭୂତ ଥିବା କହିଲେ ଉମାଶଙ୍କର ଦାସ…
(୩) ଜଗତସିଂହପୁର ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ… ଜିଲ୍ଲାର ସମସ୍ତ ସ୍ଥାନରେ ୧୦୦ ମିମିରୁ ହୋଇଛି ଊର୍ଦ୍ଧ୍ଵ ବର୍ଷା… ଏରସମାରେ ସର୍ବାଧିକ ୨୧୫ ମିମି ବର୍ଷା ହୋଇଥିବା ସୂଚନା ଦେଲା ପାଣିପାଗ ବିଭାଗ… ସୁନ୍ଦରଗଡ଼ର ହେମଗିରିରେ ହୋଇଛି ୨୦୪ ମିମି ବର୍ଷା…
(୪) ବର୍ଷା ପାଣିରେ ଉବୁଟୁବୁ ହେଲାଣି ସହରଠୁ ଗାଁ… ବୌଦ୍ଧ ସହରରେ ପଶିଲା ବନ୍ୟା ପାଣି, ବୁଡ଼ିଲା ନୂଆ ସାହି… ହରଭଙ୍ଗା ବ୍ଲକର ୧୦ଟି ପଞ୍ଚାୟତରେ ପାଣିର ସୁଅ… ପାଣି ଘେରରେ ରହିଛି ୫୫ଟି ଗାଁ… ସେପଟେ ପାଣି ବଢ଼ିବାରୁ ଖୋଲିଲା ମୋହନା ହରଭାଙ୍ଗି ଡ୍ୟାମର ୨ଟି ଗେଟ୍… କେନ୍ଦୁଝରରେ ବି ସ୍ଥିତି ସଙ୍ଗୀନ…
(୬) ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା… ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ଲଘୁଚାପ… ଆଜି ନେବ ଅବପାତର ରୂପ… ଫଳରେ ଦୁଇ ଦିନ ଯାଏ ରାଜ୍ୟରେ ଲାଗିରହିବ ବର୍ଷା… ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…
(୭) ଆଜି ବି ରାଜ୍ୟରେ ପ୍ରବଳ ବର୍ଷିବ… ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଫ୍ଳାସ୍ ଫ୍ଲଟ୍ ଓ ଭୂସ୍ଖଳନ ଆଶଙ୍କା… ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ…୭ ଜିଲ୍ଲାକୁ ରେଡ୍, ୧୬ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର..
(୮) ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ମହାନଦୀ… ସକାଳ ୯ଟା ସୁଦ୍ଧା ୬୧୬.୬୦ଫୁଟ୍ ରହିଛି ହୀରାକୁଦ ଜଳସ୍ତର… ଡ୍ୟାମକୁ ପ୍ରବେଶ କରୁଛି ୫,୭୯,୬୮୦ କ୍ୟୁସେକ୍ ଜଳ… ନିଷ୍କାସନ ହେଉଛି ୫,୬୦,୬୧୪ କ୍ୟୁସେକ୍ ବନ୍ୟା ପାଣି…
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍