September 7, 2024

Satya News

odia news channel

ଜାଣନ୍ତୁ କିସମିସର ଉପାଦେୟତା

ହାଡ଼ ମଜଭୁତ କରିବା ପାଇଁ କିସମିସ ଖାଆନ୍ତୁ

1. କିସମିସରେ ମ୍ୟାଗ୍ନେସିୟମ ଓ ପୋଟାସିୟମର ମାତ୍ରା ଅଧିକ ଥାଏ। ଏହା କୋଲେଷ୍ଟ୍ରୋଲ ଏବଂ ବ୍ଲଡପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ ।

2. କିସମିସ ଶରୀରରେ ରକ୍ତହୀନତାକୁ ଦୂର କରେ ।

3. ଏଥିରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ । ପାଞ୍ଚ-ଛଅଟି କିସମିସକୁ ରାତିରେ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

4. କିସମିସ ଦେହର ହାଡ଼କୁ ମଜଭୁତ କରେ ।

5. ଗରମ କ୍ଷୀର ସହିତ କିସମିସ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

Spread the love