July 27, 2024

Satya News

odia news channel

ବିଲିପଡା ଓଭର ବ୍ରିଜ ନିର୍ମାଣ କାର୍ଯ୍ୟର ତଦାରଖ କଲେ କୋରାଇ ବିଧାୟକ

 

ଯାଜପୁର : କୋରେଇ ବିଧାୟକ ଅଶୋକ ବଳ ଗତକାଲି ରସୁଲପୁର ଭୋଟକ ପଂଚାୟତ ବିଲିପଡ଼ା ଏନ୍‌ଏଚ୍‌-୧୬ରେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ା

ଶ୍ରୀ ବଳ ଏ ନେଇ ଜାତୀୟ ରାଜପଥ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଫଳରେ ଏ ନେଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ା

ଏହି ବ୍ରିଜ ନିର୍ମାଣ ହେଲ ଦୁର୍ଘଟଣା ଜନିତ ସମସ୍ୟାରୁ ଲୋକଙ୍କୁ ମୁକ୍ତି ବୋଲି ଅଂଚଳବାସୀ ଆଶା କରିଛନ୍ତି ା

Spread the love