February 14, 2026

ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

 

ସମ୍ବଲପୁର: ବୁର୍ଲାର ମେଡିକାଲ କଲେଜ ଭିମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିଅର ଛାତ୍ର ର୍ୟାଗିଂ କରିଥିବା ଅଭିଯୋଗ ହୋଇଛି। ଆଂଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଉଛି। ଡିନ୍ କହିଛନ୍ତି, ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏମିତି ସ୍ୱାଭାବିକ ଭାବେ ପିଲାଙ୍କୁ ହଷ୍ଟେଲ ବ୍ୟବସ୍ଥା ସଂପର୍କରେ ପଚାରୁଥିବା ବେଳେ ରାଗିଂ କଥା ସାମ୍ନାକୁ ଆସିଛି।

Spread the love