January 23, 2026

୩୧ରେ ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ

ଭୁବନେଶ୍ୱର,୧୯/୧: ଆସନ୍ତା ଜାନୁଆରୀ ୩୧ରେ ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ସମ୍ମିିଳନୀରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି।ଲୋକସେବା ଭବନର କନଭେନସନ ହଲରେ ଏହି ବୈଠକ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Spread the love