June 15, 2024

Satya News

odia news channel

ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢଉ

କଳାହାଣ୍ଡି,୧୭/୧: ଏଥର ଭିଜିଲାନ୍ସ ଜାଲରେ ପଡିଛନ୍ତି ପୂର୍ବତନ ବିଧାୟକ ଅନାମ ନାୟକ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ତାଙ୍କ ଘରେ ଚଢ଼ଉ କରିଛି। ଭବାନୀପାଟଣାସ୍ଥିତ ତାଙ୍କ ବାସଭବନରେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଏ ନେଇ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।

Spread the love