May 15, 2026

IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର

 

ଭୁବନେଶ୍ୱର: ବରିଷ୍ଠ IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ଅବସର। ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁପାରିଶ କରିଛନ୍ତି। କିଛି ଦିନ ତଳେ ଅଭିଯୋଗ ହୋଇଥିଲା ଯେ, ବରିଷ୍ଠ IFS ଅଭୟଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଛି ଭିଜିଲାନ୍ସ।

Spread the love