July 24, 2024

Satya News

odia news channel

କଟକ ବାଦାମବାଡ଼ିରେ ଜଳିଗଲା ବସ୍‌

 

କଟକ: କଟକ ବାଦାମବାଡିରେ ଏକ ଘରୋଇ ବସ୍‌ ଜଳି ଯାଇଥିବା ସୂଚନା ମିଳିଛି। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା।

ତେବେ କେଉଁ କାରଣ ପାଇଁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବସ୍‌ରେ ନିଆଁ ଲାଗିବା ସମୟରେ ବସ୍‌ ଭିତରେ କେହି ଯାତ୍ରୀ ନଥିଲେ ବୋଲି ଜଣାପଡ଼ିଛି।

Spread the love