March 11, 2026

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ ବଲ କିମ୍ବଦନ୍ତୀ କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ

ଲସ୍ ଏଞ୍ଜେଲସ,୨୬/୧: ବାସ୍କେଟ ବଲ୍ କିମ୍ବଦନ୍ତୀ କୋବି ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆମେରିକାର ଲସ୍ ଏଞ୍ଜେଲସ ପାହଡରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି। ସେମାନଙ୍କ ବ୍ୟତୀତ ଉକ୍ତ ହେଲିକପ୍ଟରରେ ଥିବା ଅନ୍ୟ ୧୩ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Spread the love