ଭୁବନେଶ୍ବର,୧୦/୧: ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଶୁକ୍ରବାର ରାତି ୧୦ଟା ୩୭ରେ ଆରମ୍ଭ ହେବ। ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ। ପ୍ରାୟ ୪ ଘଣ୍ଟା ଧରି ଆକାଶରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ। ତେବେ ଏହା ଆଂଶିକ ଚନ୍ଦ୍ରଗ୍ରହଣ ହେବ ବୋଲି ଜଣାପଡ଼ିଛି। ପୂର୍ଣ୍ଣିମା ଥିଲେ ବି ଜହ୍ନ ଫିକା ହେବ। ଏଥିସହ ବର୍ଷ ୨୦୨୦ରେ ପୃଥିବୀ ପ୍ରଥମ ଚନ୍ଦ୍ରଗ୍ରହଣ ଦେଖିବ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି