July 27, 2024

Satya News

odia news channel

ଆଜି ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଭୁବନେଶ୍ବର,୧୦/୧: ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଶୁକ୍ରବାର ରାତି ୧୦ଟା ୩୭ରେ ଆରମ୍ଭ ହେବ। ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ। ପ୍ରାୟ ୪ ଘଣ୍ଟା ଧରି ଆକାଶରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ। ତେବେ ଏହା ଆଂଶିକ ଚନ୍ଦ୍ରଗ୍ରହଣ ହେବ ବୋଲି ଜଣାପଡ଼ିଛି। ପୂର୍ଣ୍ଣିମା ଥିଲେ ବି ଜହ୍ନ ଫିକା ହେବ। ଏଥିସହ ବର୍ଷ ୨୦୨୦ରେ ପୃଥିବୀ ପ୍ରଥମ ଚନ୍ଦ୍ରଗ୍ରହଣ ଦେଖିବ।

Spread the love