July 25, 2024

Satya News

odia news channel

ନନ୍ଦନକାନନରେ ନୀଳଗାଈ ମୃତ

 

ବାରଙ୍ଗ : ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୯ ଖୁଆଡ ମଧ୍ୟ ରେ ରହୁଥିବା ଏକ ମାଇ ନୀଳଗାଈ (୧୪)ର ମୃତ୍ୟୁ ହୋଇଛି। ସେ ବାର୍ଦ୍ଧକ୍ୟରେ ପିଡିତ ହୋଇ ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲା । ଏହାର ମୃତ୍ୟୁ ପରେ ନନ୍ଦନକାନନରେ ୩ ଅଣ୍ଡିରା, ୧୧ ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ୨ଟି ଛୁଆଙ୍କୁ ମିଶାଇ ମୋଟ ୧୬ ଟି ନୀଳଗାଈ ଅଛନ୍ତି ।

Spread the love