April 17, 2024

Satya News

odia news channel

ପାନ ଦୋକାନୀଙ୍କୁ ୧୦୦ କୋଟିର GST ଠକେଇ ନୋଟିସ

 

ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ଏବେ ଜଣେ ପାନ ଦୋକାନୀଙ୍କୁ GST ଠକେଇ ନେଇ ନୋଟିସ କରାଯାଇଛି । କୋଏଲନଗରର ଏଇ ପାନ ଦୋକାନୀଙ୍କ ନାଁ କାର୍ତ୍ତିକ କମିଲା। ଏତେ ଟଙ୍କାର GST ନୋଟିସ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାର୍ତ୍ତିକ।

ଅନ୍ୟପକ୍ଷେ କମ୍ପାନୀ ବିଷୟରେ ଦୋକାନୀ ଜଣକ କିଛି ଜାଣିନଥିବା  କହିଛନ୍ତି।

Spread the love