February 15, 2026

ଟ୍ରାକ ଏଣ୍ଡ ପଏଣ୍ଟ ଉପରକୁ ମାଡ଼ିଗଲା ଟ୍ରେନ ଇଞ୍ଜିନ

ରାୟଗଡ଼ା,୨୩/୧: ପୁରୀ-ଗୁଣପୁର ଟ୍ରେନର ଇଞ୍ଜିନ ବୁଧବାର ରାତି ୯ଟାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନରୁ ଇଞ୍ଜିନ ପରିବର୍ତ୍ତନବେଳେ ତାହା ବ୍ରେକଫେଲ ହୋଇ ଟ୍ରାକ ଏଣ୍ଡ ପଏଣ୍ଟ ଉପରକୁ ମାଡ଼ିଯାଇଛି। ଫଳରେ ଉକ୍ତ ଇଞ୍ଜିନ କିଛିସମୟ ସେଠାରେ ଫସିରହିଥିଲା। ପରେ ରେଲୱେର ଟେକନିକାଲ ଟିମ ଆସି ଇଞ୍ଜିନକୁ ବାହାର କରିଛନ୍ତି।

Spread the love