ରାୟଗଡ଼ା,୨୩/୧: ପୁରୀ-ଗୁଣପୁର ଟ୍ରେନର ଇଞ୍ଜିନ ବୁଧବାର ରାତି ୯ଟାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନରୁ ଇଞ୍ଜିନ ପରିବର୍ତ୍ତନବେଳେ ତାହା ବ୍ରେକଫେଲ ହୋଇ ଟ୍ରାକ ଏଣ୍ଡ ପଏଣ୍ଟ ଉପରକୁ ମାଡ଼ିଯାଇଛି। ଫଳରେ ଉକ୍ତ ଇଞ୍ଜିନ କିଛିସମୟ ସେଠାରେ ଫସିରହିଥିଲା। ପରେ ରେଲୱେର ଟେକନିକାଲ ଟିମ ଆସି ଇଞ୍ଜିନକୁ ବାହାର କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍