March 11, 2026

ଆଜି ବସନ୍ତ ପଞ୍ଚମୀ: ପ୍ରୟାଗରାଜରେ ବୁଡ଼ ପକାଇଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୩୦/୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବସନ୍ତ ପଞ୍ଚମୀ ଅବସରରେ ଗୁରୁବାର ପ୍ରୟାଗରାଜର ସଙ୍ଗମ ଘାଟରେ ବୁଡ଼ ପକେଇଛନ୍ତି। ତାଙ୍କ ସହ ମନ୍ତ୍ରୀ ସିଦ୍ଧାର୍ଥ ସିଂ, ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଦୁଇଦିନିଆ ଗୁରୁବାର ଗୋରଖପୁରଗସ୍ତ କାର୍ଯ୍ୟକ୍ରମ ରହିଛି।

Spread the love