ସୁନାରଥ: ବୈକୁଣ୍ଠ ଏକାଦଶୀ ଅବସରରେ ତିରୁପତିସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ସୁନା ରଥ ଶୋଭାଯାତ୍ରା ବେଳେ ଭକ୍ତ ସମୁଦ୍ର ।
ସିଏଏ: ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ବାହାରେ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ସ୍ଲୋଗାନ ଦେଉଛନ୍ତି ପ୍ରଦର୍ଶନକାରୀ ।
ଜେଏନୟୁ: ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ଘଟିଥିବା ହିଂସା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଟର୍ଚ୍ଚ ଲାଇଟ ଶୋଭାଯାତ୍ରା ବେଳେ ଇଣ୍ଡିଆ ଗେଟରେ ମୁତୟନ ରାପିଡ ଆକ୍ସନ ଫୋର୍ସ...
ତେହେରାନ: ଆମେରିକାର ଡ୍ରୋନ ଷ୍ଟାଇକରେ ନିହତ ହୋଇଥିବା ଜେନେରାଲ କାସିମ ସୁଲେମାନୀ ଓ ଅନ୍ୟମାନଙ୍କ କଫିନଗୁଡ଼ିକୁ ଏକ ଟ୍ରକରେ ନିଆଯାଉଛି । ତେହେରାନର ଇନକଲାବ-ଇ-ଇସଲାମି (ଇସଲାମିକ ରିଭୋଲୁଶନ...
ଭୁବନେଶ୍ୱର,୭/୧: ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷା ଫଳ। ଏଥିରେ ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୭୨ଜଣ ମହିଳା ଅଛନ୍ତି। ତେବେ ପ୍ରଥମ...
ନୂଆଦିଲ୍ଲୀ,୭/୧: ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବା ସହ ୧୧ରେ ଫଳାଫଳ ଘୋଷଣା ହେବ। ଏ ନେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସୋମବାର...
ଭୁବନେଶ୍ବର,୬/୧: ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ସିନେ ଜଗତର ପୁରୁଖା ଅଭିନେତ୍ରୀ ମିନତି ମିଶ୍ରଙ୍କର ସୁଇଜରଲାଣ୍ଡରେ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୯୧...
ଭୁବନେଶ୍ବର,୬/୧: ରାଜ୍ୟରେ ପୁଣି ଫେରିଛି ହାଡ଼ଭଙ୍ଗା ଜାଡ଼। ସୋନପୁର ସୋମବାର ରାଜ୍ୟର ସବୁଠୁ ଥଣ୍ଡା ସହର ବିବେଚିତ ହୋଇଥିବାବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ସେଲସିଅସ୍...
ଭୁବନେଶ୍ବର,୬/୧: ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ଆକ୍ରମଣକୁ ନେଇ ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରରେ ହିଂସାର...
ଆମେରିକା-ଇରାନର ଯୁଦ୍ଧ ପ୍ରସ୍ତୁତି ଟ୍ରମ୍ପ କହିଲେ 'ଏଥର ସମ୍ଭାଳ' ୱାଶିଂଟନ/ତେହେରାନ,୬/୧: ଆମେରିକାର ରକେଟ ମାଡ଼ରେ ବାଗଦାଦ ଏୟାରପୋର୍ଟରେ ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୁଲେମାନୀ ନିହତ...